ବଳରାମ ରଣସିଂହଙ୍କ ସଂକ୍ଷିପ୍ତ ପରିଚୟ
ବଳରାମ ରଣସିଂହଙ୍କ ସଂକ୍ଷିପ୍ତ ପରିଚୟ #BALARAM RANASINGH
ନାମ- ବଳରାମ ରଣସିଂହ
ପିତା-୰ବଲ୍ଲଭାନନ୍ଦ ରଣସିଂହ
ମାତା-୰ରାଧା ରଣସିଂହ
ଗ୍ରାମ /ପୋ-ଗଡମାଣତୀର ଭାୟା- ବେଗୁନିଆ ଜିଲ୍ଲା -ଖୋରଧା
ପିନ-୭୫୨୦୬୨ ମୋବାଇଲ ନଂ-୯୯୩୮୫୨୧୩୮୪
ଜନ୍ମ ତାରିଖ-୨୩ ସେପ୍ଟେମ୍ବର ୧୯୫୨ (ରାଧାଷ୍ଟମୀ)
ବୃତି- ଶିକ୍ଷକତା (୦୭.୦୩.୧୯୭୫ରୁ ୨୦୧୦ସେପ୍ଟେମ୍ବର)
ପ୍ରବୃତି-ସାରସ୍ୱତ ସାଧନା
ଦାମ୍ପତ୍ୟ ଜୀବନ ଆରମ୍ଭ-୦୨.୦୩.୧୯୮୨
ଶିକ୍ଷାଗତ ଯୋଗ୍ୟତା : ଏମ.ଏ.(ଓଡିଆ,ହିନ୍ଦୀ)ଏଲ.ଏଲ.ବି
ଭାଷାଶିକ୍ଷା-ଡିପ୍ଲୋମା-ଇନ୍-ତାମିଲ,
ସାର୍ଟିଫିକେଟକୋର୍ସ-ଇନ୍-ବେଙ୍ଗଲି
ରାଷ୍ଟ୍ରଭାଷା ଶାସ୍ତ୍ରୀ (ତାଲିମ ପ୍ରାପ୍ତ)
ସ୍କାଉଟମାଷ୍ଟର